ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସର୍ପ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସର୍ପ   ବିଶେଷ୍ୟ

ଅର୍ଥ : ସରୀସୃପ ଜାତିର ପେଟେଇକି ଚାଲୁଥିବା ଏକ ପତଳା ଓ ଲମ୍ବା ଜୀବ ଯାହା ବହୁଜାତୀୟ

ଉଦାହରଣ : ଆଇ.ଆଇ.ଟି ବମ୍ବେରେ ବହୁ ବିଷାକ୍ତ ସାପ ବୁଲୁଥିବାର ଦେଖାଯାଏ

ସମକକ୍ଷ : ଅହି, ଫଣୀ, ବିଷଧର, ସାପ

Limbless scaly elongate reptile. Some are venomous.

ophidian, serpent, snake

ଅର୍ଥ : ସର୍ପ ପରି ହୋଇଥିବା କଦ୍ରୁଙ୍କ ଠାରୁ ଉତ୍ପନ୍ନ କଶ୍ୟପଙ୍କ ବଂଶଜ ଯାହାଙ୍କ ନିବାସ ପାତାଳରେ ଥିବା ବିଶ୍ୱାସ କରାଯାଏ

ଉଦାହରଣ : ନାଗମାନଙ୍କର ଆଠଟି କୁଳ ରହିଛି ବୋଲି ବିଶ୍ୱାସ କରାଯାଏ

ସମକକ୍ଷ : କଦ୍ରୁଜ, ନାଗ, ଭୁଜଙ୍ଗ

कद्रु से उत्पन्न कश्यप के वंशज जिनका निवास पाताल में माना गया है और जो साँप जैसे होते हैं।

नागों के आठ कुल माने गए हैं।
कद्रुज, कद्रुसुत, नाग, पातालौका, भुजंग, भुजंगम

An imaginary being of myth or fable.

mythical being