ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : କୌଣସି କାର୍ଯ୍ୟ ପୂର୍ଣ୍ଣ ହେବା
ଉଦାହରଣ : ଝିଅର ବାହାଘର ଭଲରେ ଶେଷ ହେଲା
ସମକକ୍ଷ : ଶେଷ ହେବା, ସରିଯିବା
किसी कार्य आदि का पूर्ण होना।
Come to a close.
ଅର୍ଥ : କାମ କାର୍ଯ୍ୟ ବନ୍ଦ ବା ଶେଷ ହେବା
ଉଦାହରଣ : ସଭା ବନ୍ଦ ହୋଇଗଲାବଜାର ବନ୍ଦ ହୋଇଗଲା
ସମକକ୍ଷ : ଖତମ ହେବା, ବନ୍ଦ ହେବା
काम काज का बंद या खतम होना।
Come or bring to a finish or an end.
ଅର୍ଥ : ଶେଷ ହେବା
ଉଦାହରଣ : ଏହି ସଂସ୍ଥାରେ ଆପଣଙ୍କ ସଦସ୍ୟତା ଶେଷ ହେଲା
ସମକକ୍ଷ : ଶେଷ ହେବା
* निकल जाने देना।
Let slip.
ଅର୍ଥ : କୌଣସି ପ୍ରଥାର ଅନ୍ତ ହେବା
ଉଦାହରଣ : ଆଜି ସମାଜରେ ସତୀପ୍ରଥା ସମୂର୍ଣ୍ଣ ଭାବରେ ସମାପ୍ତ ହୋଇଯାଇଛି
ସମକକ୍ଷ : ଉଠିଯିବା ଖତମ ହେବା, ଲୋପ ପାଇବା
किसी प्रथा का अंत होना।
ସଂସ୍ଥାପନ କରନ୍ତୁ