ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଶେଷ ହେବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଶେଷ ହେବା   କ୍ରିୟାପଦ

ଅର୍ଥ : କୌଣସି କାର୍ଯ୍ୟ ପୂର୍ଣ୍ଣ ହେବା

ଉଦାହରଣ : ଝିଅର ବାହାଘର ଭଲରେ ଶେଷ ହେଲା

ସମକକ୍ଷ : ସମାପ୍ତ ହେବା, ସରିଯିବା

किसी कार्य आदि का पूर्ण होना।

लड़की की शादी अच्छे से निपट गई।
अंत होना, खतम होना, खत्म होना, ख़तम होना, ख़त्म होना, निपटना, निबटना, भुगतना, समाप्त होना

Come to a close.

The concert closed with a nocturne by Chopin.
close, conclude

ଅର୍ଥ : ଶେଷ ହେବା

ଉଦାହରଣ : ଏହି ସଂସ୍ଥାରେ ଆପଣଙ୍କ ସଦସ୍ୟତା ଶେଷ ହେଲା

ସମକକ୍ଷ : ସମାପ୍ତ ହେବା

* निकल जाने देना।

इस संस्था से आपकी सदस्यता समाप्त हुई।
खतम होना, खत्म होना, ख़तम होना, ख़त्म होना, समाप्त होना

Let slip.

He lapsed his membership.
lapse