ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବନ୍ଦ ହେବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବନ୍ଦ ହେବା   କ୍ରିୟାପଦ

ଅର୍ଥ : କୌଣସି କାମ ସମାପ୍ତ ହେବା

ଉଦାହରଣ : ଆମ ବିଦ୍ୟାଳୟ ଚାରିଟା ବେଳେ ବନ୍ଦ ହୁଏ

ସମକକ୍ଷ : ଛୁଟି ହେବା

किसी संस्था, स्कूल आदि के नियमित कार्यकाल की समाप्ति होना।

हमारा विद्यालय चार बजे छूटता है।
छुटना, छूटना

ଅର୍ଥ : କୌଣସି ଚାଲୁଥିବା କାର୍ଯ୍ୟ ମଝିରେ ବନ୍ଦ ହୋଇଯିବା

ଉଦାହରଣ : କାମ ଧନ୍ଦା ସବୁ ବନ୍ଦ ହୋଇଗଲା ଗାଡ଼ି ରହିଗଲା

ସମକକ୍ଷ : ଥମି ଯିବା, ରହିବା

किसी चलते हुए कार्य आदि का बीच में बंद हो जाना या आगे न बढ़ना।

काम-धंधा सब रुक गया है।
गाड़ी रुक गई है।
ठंडा पड़ना, ठप पड़ना, ठप होना, ठप्प पड़ना, ठप्प होना, ठहरना, ठहराव आना, थमना, बंद होना, रुकना, विराम लगना

ଅର୍ଥ : କାମ କାର୍ଯ୍ୟ ବନ୍ଦ ବା ଶେଷ ହେବା

ଉଦାହରଣ : ସଭା ବନ୍ଦ ହୋଇଗଲାବଜାର ବନ୍ଦ ହୋଇଗଲା

ସମକକ୍ଷ : ଖତମ ହେବା, ସମାପ୍ତ ହେବା

काम काज का बंद या खतम होना।

सभा उठ गई।
बाज़ार उठ गया।
उठना, खतम होना, खत्म होना, ख़तम होना, ख़त्म होना, समाप्त होना

Come or bring to a finish or an end.

He finished the dishes.
She completed the requirements for her Master's Degree.
The fastest runner finished the race in just over 2 hours; others finished in over 4 hours.
complete, finish