ଅର୍ଥ : କୁନ୍ତୀଙ୍କ ମଧ୍ୟମ ପୁତ୍ର
ଉଦାହରଣ :
ଅର୍ଜୁନ ବହୁତ ବଡ଼ ଧନୁର୍ଧର ଥିଲେ
ସମକକ୍ଷ : ଅନଘ, ଅର୍ଜୁନ, ଐନ୍ଦ୍ର ବାସବୀ, କିରୀଟମାଳୀ, କୌନ୍ତେୟ, ଧନଞ୍ଜୟ, ନର, ପାର୍ଥ, ଭାରତ, ଶକ୍ର ନନ୍ଦନ, ଶ୍ୱେତବାହାନ, ସୁନର
ଅର୍ଥ : ଯେ ଦୁଇ ହାତରେ କାମ କରିବାରେ ନିପୁଣ
ଉଦାହରଣ :
ଅସ୍ତ୍ରୋପଚାର ସମୟରେ ସବ୍ୟସାଚୀ ଚିକିତ୍ସକଙ୍କ ଦୁଇ ହାତ ଶୀଘ୍ରଶୀଘ୍ର କାମ କରୁଥିଲା