ଅର୍ଥ : କୁନ୍ତୀଙ୍କ ମଧ୍ୟମ ପୁତ୍ର
ଉଦାହରଣ :
ଅର୍ଜୁନ ବହୁତ ବଡ଼ ଧନୁର୍ଧର ଥିଲେ
ସମକକ୍ଷ : ଅନଘ, ଅର୍ଜୁନ, ଐନ୍ଦ୍ର ବାସବୀ, କିରୀଟମାଳୀ, କୌନ୍ତେୟ, ଧନଞ୍ଜୟ, ନର, ପାର୍ଥ, ଶକ୍ର ନନ୍ଦନ, ଶ୍ୱେତବାହାନ, ସବ୍ୟସାଚୀ, ସୁନର
ଅର୍ଥ : ଏସିଆର ଯେଉଁ ଦେଶ ହିମାଳୟଠାରୁ କନ୍ୟାକୁମାରୀ ଓ ସିନ୍ଧୁନଦୀଠାରୁ ବ୍ରହ୍ମପୁତ୍ର ପର୍ଯ୍ୟନ୍ତ ବିସ୍ତୃତ
ଉଦାହରଣ :
ଭାରତ ଆମର ମାତୃଭୂମି
ସମକକ୍ଷ : ଭାରତ ବର୍ଷ, ହିନ୍ଦୁସ୍ଥାନ
ଅର୍ଥ : ବେଦବ୍ୟାସଙ୍କ ରଚିତ ଯେଉଁ ସଂସ୍କୃତ ମହାକାବ୍ୟରେ କୌରବ ଓ ପାଣ୍ଡବଙ୍କ ଯୁଦ୍ଧର ବର୍ଣ୍ଣନା କରାଯାଇଛି
ଉଦାହରଣ :
ଏବେସୁଦ୍ଧା ମହାଭାରତର ଅନୁବାଦ ଅନେକ ଭାଷାରେ ହୋଇ ସାରିଛି
ସମକକ୍ଷ : ମହାଭାରତ, ମହାଭାରତ ଗ୍ରନ୍ଥ