ଅର୍ଥ : କୁନ୍ତୀଙ୍କ ମଧ୍ୟମ ପୁତ୍ର
ଉଦାହରଣ :
ଅର୍ଜୁନ ବହୁତ ବଡ଼ ଧନୁର୍ଧର ଥିଲେ
ସମକକ୍ଷ : ଅନଘ, ଐନ୍ଦ୍ର ବାସବୀ, କିରୀଟମାଳୀ, କୌନ୍ତେୟ, ଧନଞ୍ଜୟ, ନର, ପାର୍ଥ, ଭାରତ, ଶକ୍ର ନନ୍ଦନ, ଶ୍ୱେତବାହାନ, ସବ୍ୟସାଚୀ, ସୁନର
ଅର୍ଥ : ପ୍ରାୟ ଷାଠିଏରୁ ଅଶୀଫୁଟ ଉଚ୍ଚ ହେଉଥିବା ଗୋଟିଏ ବଡ଼ ଔଷଧୀୟ ଗଛ
ଉଦାହରଣ :
ଅର୍ଜୁନ ଗଛର କାଠ ବହୁତ ଉପଯୋଗୀ ହୋଇଥାଏ ଏବଂ ଛାଲି ଔଷଧ ରୂପରେ ବ୍ୟବହାର କରା ଯାଇଥାଏ
ସମକକ୍ଷ : ଅର୍ଜୁନ ଗଛ