ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସନ୍ଧି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସନ୍ଧି   ବିଶେଷ୍ୟ

ଅର୍ଥ : କୌଣସି କାରଣ ଯୋଗୁଁ ମନରେ ଉତ୍ପନ୍ନ ଦୁର୍ଭାବନା

ଉଦାହରଣ : ସେ ଦିନରୁ ଦୁଇଜଣଙ୍କମଧ୍ୟରେ ମିତ୍ରତା ତ ହେଲା କିନ୍ତୁ ଗଣ୍ଠି ରହିଗଲା

ସମକକ୍ଷ : ଗଣ୍ଠି

किसी कारण वश मन में उत्पन्न दुर्भावना।

उन दोनों में मित्रता तो हुई लेकिन गाँठ रह ही गई।
गाँठ, गांठ, घुंडी

ଅର୍ଥ : ଦୁଇଟି ଅକ୍ଷର ପାଖାପାଖି ରହିବା କାରଣରୁ ସେ ଦୁଇଟିର ମିଶ୍ରଣଘଟି ବ୍ୟାକରଣରେ ଯେଉଁ ବିକାର ହୁଏ

ଉଦାହରଣ : ରମା ଏବଂ ଈଶରେ ସନ୍ଧି ଯୋଗୁଁ ରମେଶ ହୁଏ

व्याकरण में वह विकार जो दो अक्षरों के पास-पास आने के कारण उनके मेल से होता है।

रमा एवं ईश में संधि होने पर रमेश हो जाता है।
संधि, संहिता, सन्धि

The articulatory process whereby the pronunciation of a word or morpheme changes when it is followed immediately by another (especially in fluent speech).

sandhi