ଅର୍ଥ : ଗୋଟିଏ ପିଣ୍ଡ ଯେଉଁଥିରେ ଅନ୍ତର-ସଂରଚନା ହେଉଥାଏ, ଦ୍ରବ୍ୟମାନ ସୀମିତ ହୋଇଥାଏ ଏବଂ ଯାହା ଆହୁରି ସରଳ ରୂପରେ ବିଘଟିତ କରାଯାଇ ପାରେ ନାହିଁ
ଉଦାହରଣ :
ନ୍ୟୁଟ୍ରନ ପ୍ରତ୍ୟେକ ତତ୍ତ୍ୱର ମୂଳ
ସମକକ୍ଷ : ରାସାୟନିକ ତତ୍ତ୍ୱ
ଅର୍ଥ : ଜଗତର ମୂଳ କାରଣ
ଉଦାହରଣ :
ସାଂଖ୍ୟ ଦର୍ଶନ ଅନୁସାରେ ତତ୍ତ୍ୱର ସଂଖ୍ୟା ପଚିଶି ବୋଲି କୁହାଯାଇଛି
ସମକକ୍ଷ : ଭୂତ, ମୂଳ ଦ୍ରବ୍ୟ, ସତ୍ତ୍ୱ