ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସତୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସତୀ   ବିଶେଷ୍ୟ

ଅର୍ଥ : ନିଜ ସ୍ୱାମୀଙ୍କ ମୃତଦେହ ସହିତ ଚିତାରେ ଝାସ ଦେଉଥିବା ସ୍ତ୍ରୀ

ଉଦାହରଣ : ମୋଗଲ ସମୟରେ ଅଧିକାଂଶ କ୍ଷତ୍ରିୟ ସ୍ତ୍ରୀ ନିଜ ସ୍ୱାମୀଙ୍କ ମୃତ୍ୟପରେ ନିଜେ ସତୀ ହୋଇଯାଉଥିଲେ

अपने पति की मृतदेह के साथ चिता में जल जानेवाली स्त्री।

मुगलकालीन समाज में अधिकांश क्षत्राणियाँ अपने पति के मरने के बाद सती हो जाती थीं।
सती, सहगामिनी

ଅର୍ଥ : ଦକ୍ଷ ପ୍ରଜାପତିଙ୍କ କନ୍ୟା

ଉଦାହରଣ : ସତୀଙ୍କ ସହିତ ଭଗବାନ ଶିବଙ୍କ ବିବାହ ହୋଇଥିଲା

ସମକକ୍ଷ : ଦକ୍ଷ କନ୍ୟା, ଦକ୍ଷଜା

दक्ष प्रजापति की कन्या।

सती का विवाह भगवान शिव के साथ हुआ था।
दक्ष सुता, दक्षजा, दाक्षायणी, सती

A female deity.

goddess

ସତୀ   ବିଶେଷଣ

ଅର୍ଥ : ଯେଉଁ ସ୍ତ୍ରୀ ନିଜ ପତି ପ୍ରତି ଅନନ୍ୟ ଅନୁରାଗ ପ୍ରଦର୍ଶନ କରେ ଓ ତାର ସମ୍ପୂର୍ଣ୍ଣ ସେବା କରେ

ଉଦାହରଣ : ସୁଲୋଚନା ପତିବ୍ରତା ନାରୀ ଥିଲେ

ସମକକ୍ଷ : ପତିପରାୟଣା, ପତିବ୍ରତା

(स्त्री) जो अपने पति में अनन्य अनुराग रखती हो और यथाविधि उसकी पूरी सेवा करती हो।

सुलोचना एक पतिव्रता नारी थी।
एकचारिणी, पतिव्रता, सतवंती, सतवन्ती, सती

Not having sexual relations with anyone except your husband or wife, or your boyfriend or girlfriend.

He remained faithful to his wife.
faithful