ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପତିବ୍ରତା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପତିବ୍ରତା   ବିଶେଷ୍ୟ

ଅର୍ଥ : ଯେଉଁ ସ୍ତ୍ରୀର ନିଜ ସ୍ୱାମୀଙ୍କ ପ୍ରତି ଅନନ୍ୟ ଅନୁରାଗ ଥାଏ ଏବଂ ଯଥାବିଧି ତାଙ୍କର ପୂର୍ଣ୍ଣ ସେବା କରେ

ଉଦାହରଣ : ଏହି ବହିରେ ଭାରତୀୟ ପତିବ୍ରତାମାନଙ୍କ କାହାଣୀ ଦିଆଯାଇଛି

वह स्त्री जो अपने पति में अनन्य अनुराग रखती हो और यथाविधि उसकी पूरी सेवा करती हो।

इस पुस्तक में भारतीय पतिव्रताओं की कहानियाँ दी गयी हैं।
अपांशुका, अपांशुला, अपांसुला, असूर्यपश्या, एकचारिणी, ध्रुवा, पतिदेवा, पतिव्रता, पतिव्रता स्त्री, मंगला, सती

ପତିବ୍ରତା   ବିଶେଷଣ

ଅର୍ଥ : ଯେଉଁ ସ୍ତ୍ରୀ ନିଜ ପତି ପ୍ରତି ଅନନ୍ୟ ଅନୁରାଗ ପ୍ରଦର୍ଶନ କରେ ଓ ତାର ସମ୍ପୂର୍ଣ୍ଣ ସେବା କରେ

ଉଦାହରଣ : ସୁଲୋଚନା ପତିବ୍ରତା ନାରୀ ଥିଲେ

ସମକକ୍ଷ : ପତିପରାୟଣା, ସତୀ

(स्त्री) जो अपने पति में अनन्य अनुराग रखती हो और यथाविधि उसकी पूरी सेवा करती हो।

सुलोचना एक पतिव्रता नारी थी।
एकचारिणी, पतिव्रता, सतवंती, सतवन्ती, सती

Not having sexual relations with anyone except your husband or wife, or your boyfriend or girlfriend.

He remained faithful to his wife.
faithful