ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସଜଡ଼ା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସଜଡ଼ା   ବିଶେଷ୍ୟ

ଅର୍ଥ : କୌଣସି ବସ୍ତୁ କଣା ବା ଖରାପ ହୋଇଥିବା ଅଂଶକୁ ଠିକ କରିବା କାମ

ଉଦାହରଣ : ତା ଘରର ମରାମତି ହେଉଛି

ସମକକ୍ଷ : ମରାମତ, ମରାମତି

किसी वस्तु का टूटा-फूटा या बिगड़ा हुआ अंश ठीक करने का काम।

उसके घर की मरम्मत हो रही है।
दुरुस्ती, मरम्मत

The act of putting something in working order again.

fix, fixing, fixture, mend, mending, repair, reparation

ସଜଡ଼ା   ବିଶେଷଣ

ଅର୍ଥ : ଯେଉଁଥିରେ କୌଣସି ଅଡ଼ୁଆ ନାହିଁ ବା ଯାହା ଅଡ଼ୁଆ ରହିତ

ଉଦାହରଣ : ରମା ସଜଡ଼ା ସୂତାକୁ ଗୁଡ଼ାଉଛି

ସମକକ୍ଷ : ଅଡ଼ୁଆରହିତ

जिसमें कोई उलझन न हो या जो उलझन रहित हो।

रमा सुलझे ऊन को लपेट रही है।
उलझनहीन, सुलझा

Not tangled.

untangled