ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ମରାମତି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ମରାମତି   ବିଶେଷ୍ୟ

ଅର୍ଥ : କୌଣସି ବସ୍ତୁ କଣା ବା ଖରାପ ହୋଇଥିବା ଅଂଶକୁ ଠିକ କରିବା କାମ

ଉଦାହରଣ : ତା ଘରର ମରାମତି ହେଉଛି

ସମକକ୍ଷ : ମରାମତ, ସଜଡ଼ା

किसी वस्तु का टूटा-फूटा या बिगड़ा हुआ अंश ठीक करने का काम।

उसके घर की मरम्मत हो रही है।
दुरुस्ती, मरम्मत

The act of putting something in working order again.

fix, fixing, fixture, mend, mending, repair, reparation