ଅର୍ଥ : ଭଙ୍ଗାରୁଜା ଜିନିଷକୁ ପୁଣି ଠିକ୍ ଅବସ୍ଥା ବା ରୂପକୁ ଆଣିବା
ଉଦାହରଣ :
ଘଣ୍ଟା ମରାମତବାଲା ଘଣ୍ଟା ମରାମତି କରୁଛି
ସମକକ୍ଷ : ମରାମତି କରିବା, ସଜାଡ଼ିବା
ଅର୍ଥ : ଦୋଷ,ତ୍ରୁଟି ଆଦି ଦୂରକରି ଠିକ୍ ବା ଭଲ ଅବସ୍ଥାକୁ ଆଣିବା ବା ଠିକ୍ କରି କାମରେ ଲଗେଇବା ଯୋଗ୍ୟ କରାଇବା
ଉଦାହରଣ :
ଶିକ୍ଷକ ଆମ ଲେଖାକୁ ସଂଶୋଧନ କରୁଛନ୍ତି
ସମକକ୍ଷ : ସଂଶୋଧନ କରିବା, ସୁଧାରିବା