ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସଂସ୍କାର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସଂସ୍କାର   ବିଶେଷ୍ୟ

ଅର୍ଥ : ହିନ୍ଦୁମାନଙ୍କ ଧର୍ମଦୃଷ୍ଟିରେ ମନୁଷ୍ୟକୁ ଶୁଦ୍ଧ ଓ ଉନ୍ନତ କରିବା ନିମନ୍ତେ କରାଯାଉଥିବା ବିଶିଷ୍ଟ କୃତ୍ୟ

ଉଦାହରଣ : ହିନ୍ଦୁ ଧର୍ମରେ ସଂସ୍କାରର ବଡ଼ ମହତ୍ତ୍ୱ ରହିଛି

हिंदुओं में धर्म की दृष्टि से मनुष्य को शुद्ध और उन्नत करने के लिए होने वाले विशिष्ट कृत्य।

हिन्दू धर्म में संस्कारों का बड़ा महत्व है।
अभिप्रणयन, संस्कार

Any customary observance or practice.

rite, ritual

ଅର୍ଥ : ଶବକୁ ଜଳେଇବା କ୍ରିୟା

ଉଦାହରଣ : ଆଜିକାଲି ଶବଦାହ ନିମନ୍ତେ ସହରରେ ବିଦ୍ୟୁତ ଶବଦାହ ଗୃହ ମଧ୍ୟ ନିର୍ମାଣ କରାଗଲାଣି

ସମକକ୍ଷ : ଚିତା କର୍ମ, ଦାହ କର୍ମ, ଦାହ ସଂସ୍କାର, ଦାହକ୍ରିୟା, ଶବଦାହ, ଶବସଂସ୍କାର

शव को जलाने की क्रिया।

आजकल शवदाह के लिए शहरों में विद्युत शवदाहगृह का निर्माण भी किया गया है।
अंत-क्रिया, अंतक्रिया, अग्नि-कर्म, अग्नि-दाह, अग्निकर्म, अग्निदाह, चिता-कर्म, चिताकर्म, दाह, दाह संस्कार, दाह-कर्म, दाह-क्रिया, दाह-संस्कार, दाहकर्म, दाहक्रिया, शव-दाह, शवदाह

The incineration of a dead body.

cremation

ଅର୍ଥ : ମନ, ରୁଚି, ଆଚାରବିଚାର ଆଦିକୁ ପରିଷ୍କୃତ ତଥା ଉନ୍ନତ କରିବାର କାର୍ଯ୍ୟ

ଉଦାହରଣ : ପିଲାମାନଙ୍କୁ ଭଲ ସଂସ୍କାର ଦେବା ପ୍ରତ୍ୟେକ ମାଆ-ବାପାଙ୍କ କର୍ତ୍ତବ୍ୟ

ସମକକ୍ଷ : ଶିଷ୍ଟାଚାର

मन, रुचि, आचार-विचार आदि को परिष्कृत तथा उन्नत करने का कार्य।

बुराइयों को दूर करने के लिए संस्कार आवश्यक है।
संस्करण, संस्कार

ଅର୍ଥ : ପୂର୍ବ ଜନ୍ମ, କୁଳ ମର୍ଯ୍ୟାଦା, ଶିକ୍ଷା, ସଭ୍ୟତା ଆଦିର ମନ ଉପରେ ପଡ଼ୁଥିବା ପ୍ରଭାବ

ଉଦାହରଣ : ଏହା ବୋହୂର ସଂସ୍କାର ଯେ ସେ କେତେବେଳେ ବି ପାଲଟା ଜବାବ ଦିଏନାହିଁ

पूर्व जन्म, कुल-मर्यादा, शिक्षा, सभ्यता आदि का मन पर पड़ने वाला प्रभाव।

यह बहू का संस्कार ही है जो वह कभी पलटकर जवाब नहीं देती।
संस्कार