ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଦାହ ସଂସ୍କାର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଦାହ ସଂସ୍କାର   ବିଶେଷ୍ୟ

ଅର୍ଥ : ଶବକୁ ଜଳେଇବା କ୍ରିୟା

ଉଦାହରଣ : ଆଜିକାଲି ଶବଦାହ ନିମନ୍ତେ ସହରରେ ବିଦ୍ୟୁତ ଶବଦାହ ଗୃହ ମଧ୍ୟ ନିର୍ମାଣ କରାଗଲାଣି

ସମକକ୍ଷ : ଚିତା କର୍ମ, ଦାହ କର୍ମ, ଦାହକ୍ରିୟା, ଶବଦାହ, ଶବସଂସ୍କାର, ସଂସ୍କାର

शव को जलाने की क्रिया।

आजकल शवदाह के लिए शहरों में विद्युत शवदाहगृह का निर्माण भी किया गया है।
अंत-क्रिया, अंतक्रिया, अग्नि-कर्म, अग्नि-दाह, अग्निकर्म, अग्निदाह, चिता-कर्म, चिताकर्म, दाह, दाह संस्कार, दाह-कर्म, दाह-क्रिया, दाह-संस्कार, दाहकर्म, दाहक्रिया, शव-दाह, शवदाह

The incineration of a dead body.

cremation