ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଶିଷ୍ଟାଚାର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଶିଷ୍ଟାଚାର   ବିଶେଷ୍ୟ

ଅର୍ଥ : ଆସୁଥିବା ବ୍ୟକ୍ତିଙ୍କୁ ଆଦର ବା ସମ୍ନାନ ଦେଖାଇବା

ଉଦାହରଣ : ଭଗବାନ ଶ୍ରୀକୃଷ୍ଣ ବିଦୂରଙ୍କୁ ଅତିଥିସତ୍କାର କରି ବହୁତ ପ୍ରସନ୍ନ ହେଲେ ବିଦେଶୀ ଲୋକେ ଭାରତୀୟ ଶିଷ୍ଟାଚାରରେ ବହୁତ ପ୍ରଭାବିତ ହୋଇଥାନ୍ତି

ସମକକ୍ଷ : ଅତିଥିସତ୍କାର, ଅତିଥିସେବା

अतिथि का आदर या सम्मान।

भगवान कृष्ण विदुर के अतिथि-सत्कार से बहुत ही प्रसन्न हुए।
विदेशी लोग भारतीय शिष्टाचार से बहुत प्रभावित होते हैं।
अतिथि सत्कार, अतिथि सेवा, अतिथि-सत्कार, अतिथि-सेवा, अतिथिसत्कार, अतिथिसेवा, आगत-स्वागत, आगतस्वागत, आतिथ्य, पहुनाई, मेजबानी, मेज़बानी, मेहमानदारी, मेहमाननवाज़ी, मेहमाननवाजी, शिष्टाचार, सत्कार, हास्पटैलिटी, हास्पिटैलिटी, हॉस्पटैलिटी, हॉस्पिटैलिटी

Kindness in welcoming guests or strangers.

cordial reception, hospitality

ଅର୍ଥ : ମନ, ରୁଚି, ଆଚାରବିଚାର ଆଦିକୁ ପରିଷ୍କୃତ ତଥା ଉନ୍ନତ କରିବାର କାର୍ଯ୍ୟ

ଉଦାହରଣ : ପିଲାମାନଙ୍କୁ ଭଲ ସଂସ୍କାର ଦେବା ପ୍ରତ୍ୟେକ ମାଆ-ବାପାଙ୍କ କର୍ତ୍ତବ୍ୟ

ସମକକ୍ଷ : ସଂସ୍କାର

मन, रुचि, आचार-विचार आदि को परिष्कृत तथा उन्नत करने का कार्य।

बुराइयों को दूर करने के लिए संस्कार आवश्यक है।
संस्करण, संस्कार

ଅର୍ଥ : ଶୀଳ ଓ ସଜ୍ଜନ ହେବାଋ ଭାବ

ଉଦାହରଣ : ସମସ୍ତଙ୍କ ସହ ଶିଷ୍ଟତାପୂର୍ଣ୍ଣ ବ୍ୟବହାର କରିବା ଉଚିତ

ସମକକ୍ଷ : ଭଦ୍ରତା, ଭଦ୍ରାମି, ଶାଳୀନତା, ଶିଷ୍ଟତା

ଅର୍ଥ : ଶିଷ୍ଟ ବା ସଭ୍ୟ ଆଚରଣ

ଉଦାହରଣ : ଶିଷ୍ଟାଚାରଯୋଗୁଁ ମଣିଷ ସମାଜରେ ସମ୍ମାନ ପାଏ

शिष्ट या सभ्य आचरण।

शिष्टाचार से मनुष्य समाज में सम्मान पाता है।
अखलाक, अख़लाक़, शिष्टाचार

Propriety in manners and conduct.

decorousness, decorum

ଶିଷ୍ଟାଚାର   କ୍ରିୟା ବିଶେଷଣ

ଅର୍ଥ : ଶିଷ୍ଟ ରୂପରେ ବା ଶିଷ୍ଟତା ସହିତ

ଉଦାହରଣ : ସମସ୍ତଙ୍କ ସହିତ ଶିଷ୍ଟତା ସହ ବ୍ୟବହାର କରିବା ଆବଶ୍ୟକ

ସମକକ୍ଷ : ଶାଳୀନତା ସହ, ଶିଷ୍ଟତାପୂର୍ବକ, ଶିଷ୍ଟତାସହ, ସଭ୍ୟଭାବେ

शिष्ट रूप से या शिष्टता के साथ।

सबके साथ शिष्टतः व्यवहार करना चाहिए।
बासऊर, शालीनतः, शिष्टतः, शिष्टता से, शिष्टाचारपूर्वक, सभ्यतः, सलीक़े से

In a graceful manner.

She swooped gracefully.
gracefully