ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସଂଯମ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସଂଯମ   ବିଶେଷ୍ୟ

ଅର୍ଥ : ମନ ବା ଚିତ୍ତ ବୃତ୍ତିସବୁକୁ ବଶରେ ରଖିବାର କ୍ରିୟା

ଉଦାହରଣ : ସଂଯମ ଦ୍ୱାରା ରୋଗରୁ ରକ୍ଷା ମିଳିପାରିବ

ସମକକ୍ଷ : ଆତ୍ମନିଗ୍ରହ, ଆତ୍ମନିୟନ୍ତ୍ରଣ

मन या चित्त की वृत्तियों को वश में रखने की क्रिया।

संयम द्वारा रोगों से बचा जा सकता है।
आत्मनिग्रह, आत्मनियंत्रण, आत्मसंयम, संयम

The trait of resolutely controlling your own behavior.

possession, self-command, self-control, self-possession, self-will, will power, willpower

ଅର୍ଥ : ଦୋଷ, ପାପ, ଦୁଷ୍କର୍ମ ଏବଂ ଖରାପ ଠାରୁ ଦୂରରେ ରହିବାର କ୍ରିୟା

ଉଦାହରଣ : ସେ ଅତ୍ୟଧିକ କଥାବାର୍ତ୍ତା ନକରି ସଂଯମ ରକ୍ଷା କରେ

दोषों, पापों, दुष्कर्मों और बुराइयों से दूर रहने की क्रिया।

वह अत्यधिक बोलने से परहेज़ करता है।
एहतियात, तकवा, परहेज, परहेज़

ଅର୍ଥ : ଧୂର୍ମାକ୍ଷଙ୍କ ଗୋଟିଏ ପୁତ୍ର

ଉଦାହରଣ : ମାଳୀ ନାମକ ଏକ ରାକ୍ଷସର ନାତି ସଂଯମ ଥିଲା

धूम्राक्ष का एक पुत्र।

संयम माली नामक राक्षस का पोता था।
संयम

ଅର୍ଥ : ଇନ୍ଦ୍ରିୟକୁ ବଶ କରିବାର ପ୍ରକ୍ରିୟା

ଉଦାହରଣ : ସଂଯମ ଦ୍ୱାରା ମନୁଷ୍ୟକୁ ସୁଖଶାନ୍ତି ମିଳିପାରିବ

ସମକକ୍ଷ : ଆତ୍ମସଂଯମ, ଇନ୍ଦ୍ରିୟଜୟ, ଇନ୍ଦ୍ରିୟଦମନ, ଇନ୍ଦ୍ରିୟନିଗ୍ରହ

इंद्रियों को बस में करने की क्रिया।

संयम के द्वारा ही मनुष्य को सुख-शांति प्राप्त हो सकती है।
आत्मसंयम, इंद्रियजय, इंद्रियदमन, इंद्रियनिग्रह, इन्द्रियजय, इन्द्रियदमन, इन्द्रियनिग्रह, दम, संयम

The trait of resolutely controlling your own behavior.

possession, self-command, self-control, self-possession, self-will, will power, willpower

ଅର୍ଥ : ସଂଯମ ରହିବାର ଅବସ୍ଥା ଅବା ଚେତନା

ଉଦାହରଣ : ସଂଯମ ବ୍ୟକ୍ତି ରୋଗମୁକ୍ତ ରହିଥାଏ

संयमित होने की अवस्था या भाव।

संयमिता से व्यक्ति रोगमुक्त रहता है।
संयमिता