ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଆତ୍ମସଂଯମ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଆତ୍ମସଂଯମ   ବିଶେଷ୍ୟ

ଅର୍ଥ : ଇନ୍ଦ୍ରିୟକୁ ବଶ କରିବାର ପ୍ରକ୍ରିୟା

ଉଦାହରଣ : ସଂଯମ ଦ୍ୱାରା ମନୁଷ୍ୟକୁ ସୁଖଶାନ୍ତି ମିଳିପାରିବ

ସମକକ୍ଷ : ଇନ୍ଦ୍ରିୟଜୟ, ଇନ୍ଦ୍ରିୟଦମନ, ଇନ୍ଦ୍ରିୟନିଗ୍ରହ, ସଂଯମ

इंद्रियों को बस में करने की क्रिया।

संयम के द्वारा ही मनुष्य को सुख-शांति प्राप्त हो सकती है।
आत्मसंयम, इंद्रियजय, इंद्रियदमन, इंद्रियनिग्रह, इन्द्रियजय, इन्द्रियदमन, इन्द्रियनिग्रह, दम, संयम

The trait of resolutely controlling your own behavior.

possession, self-command, self-control, self-possession, self-will, will power, willpower