ଅର୍ଥ : ବାସନା ଏବଂ ମନକୁ ବଶରେ ରଖିବା ବ୍ୟକ୍ତି
ଉଦାହରଣ :
ସଂଯତ ବ୍ୟକ୍ତି ହିଁ ଧର୍ମ ସାଧନାର ଚରମତାକୁ ଛୁଇଁ ପାରେ
ସମକକ୍ଷ : ନିଗ୍ରହୀ, ନିବୃତ୍ତ, ନିୟନ୍ତ୍ରିତ, ସଂଯତ
ଅର୍ଥ : ଯିଏ ଇନ୍ଦ୍ରିୟମାନଙ୍କୁ ନିଜ ଅଧୀନରେ ରଖେ ବା ଇନ୍ଦ୍ରିୟମାନଙ୍କୁ ନିୟନ୍ତ୍ରଣ କରୁଥିବା ଲୋକ
ଉଦାହରଣ :
ଇନ୍ଦ୍ରିୟଦମନକାରୀ ବ୍ୟକ୍ତି ପ୍ରକୃତ ସୁଖର ଆନନ୍ଦ ନେଇଥାଏ
ସମକକ୍ଷ : ଆତ୍ମନିୟନ୍ତ୍ରଣକାରୀ, ଇନ୍ଦ୍ରିୟଦମନକାରୀ
ଅର୍ଥ : କୌଣସି ଦୋଷରୁ ଦୂର ରହିବା ବ୍ୟକ୍ତି
ଉଦାହରଣ :
ସାଧୁସନ୍ଥମାନେ ସଂଯମୀ ହେବା ଆବଶ୍ୟକ
ଅର୍ଥ : ଯେ ସଂଯମ ବା ପଥ୍ୟର ଆଶ୍ରୟରେ ରହିଥାଏ
ଉଦାହରଣ :
ସଂଯମୀ ବ୍ୟକ୍ତି କେବେ ରୋଗର ଶୀକାର ହୁଏନାହିଁ
ସମକକ୍ଷ : ସଂଯମଶୀଳ