ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସଂଯତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସଂଯତ   ବିଶେଷଣ

ଅର୍ଥ : କୌଣସି ପ୍ରକାରର ସୀମା ବା ମର୍ଯ୍ୟାଦାରେ ରହିବା ଓ ତାର ଉଲ୍ଲଙ୍ଘନ ନ କରୁଥିବା

ଉଦାହରଣ : ମର୍ଯ୍ୟାଦାବାନ୍‌ ବ୍ୟକ୍ତି ଶ୍ରଦ୍ଧାର ପାତ୍ର

ସମକକ୍ଷ : ମର୍ଯ୍ୟାଦାବାନ୍‌

किसी प्रकार की सीमा या मर्यादा में रहने और उसका उल्लंघन न करनेवाला।

मर्यादित व्यक्ति श्रद्धा के पात्र होते हैं।
मर्यादित, संयत

ଅର୍ଥ : ନିୟମ,ସଂଯମ ଆଦିରେ ବନ୍ଧା ହୋଇଥିବା

ଉଦାହରଣ : ସଂଯତ ଜୀବନ ଜିଇଁଲେ ମନୁଷ୍ୟ ସୁଖୀ ରହେ

नियम,संयम आदि से बँधा हुआ।

संयत जीवन जीने से मनुष्य सुखी रहता है।
संयत

Restrained or managed or kept within certain bounds.

Controlled emotions.
The controlled release of water from reservoirs.
controlled

ଅର୍ଥ : ବାସନା ଏବଂ ମନକୁ ବଶରେ ରଖିବା ବ୍ୟକ୍ତି

ଉଦାହରଣ : ସଂଯତ ବ୍ୟକ୍ତି ହିଁ ଧର୍ମ ସାଧନାର ଚରମତାକୁ ଛୁଇଁ ପାରେ

ସମକକ୍ଷ : ନିଗ୍ରହୀ, ନିବୃତ୍ତ, ନିୟନ୍ତ୍ରିତ, ସଂଯମୀ

वासनाओं और मन को वश में रखने वाला।

संयत व्यक्ति ही धर्म साधना के चरम को छू सकता है।
निग्रही, संयत