ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ସଂଚାଳନ କର୍ତ୍ତା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ସଂଚାଳନ କର୍ତ୍ତା   ବିଶେଷ୍ୟ

ଅର୍ଥ : ଯେ କୌଣସି କାମକୁ ଚଳାଏ ବା ଗତି ଦିଏ

ଉଦାହରଣ : ମୋର କକା ଏହି କମ୍ପାନୀର ସଂଚାଳକ

ସମକକ୍ଷ : ପରିଚାଳକ, ସଂଚାଳକ

वह जो किसी काम को चलाता या गति देता हो।

मेरे चाचा इस कंपनी के संचालक हैं।
अवधायक, नियंता, नियन्ता, परिचालक, संचालक, संचालन कर्ता

A person who directs and manages an organization.

overseer, superintendent