ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯେ କୌଣସି ବ୍ୟବସାୟ ଚଳାଏ ବା ଏହାର ମାଲିକ
ଉଦାହରଣ : ଭୋଡାଫୋନ ପରିଚାଳକଙ୍କ ସହିତ ମୁଁ କଥା ହୋଇଥିଲି
ସମକକ୍ଷ : ଅପରେଟର, ସଂଚାଳକ
वह जो कोई व्यापार चलाता हो या उसका मालिक हो।
Someone who owns or operates a business.
ଅର୍ଥ : ଯେ କୌଣସି କାମକୁ ଚଳାଏ ବା ଗତି ଦିଏ
ଉଦାହରଣ : ମୋର କକା ଏହି କମ୍ପାନୀର ସଂଚାଳକ
ସମକକ୍ଷ : ସଂଚାଳକ, ସଂଚାଳନ କର୍ତ୍ତା
वह जो किसी काम को चलाता या गति देता हो।
A person who directs and manages an organization.
ସଂସ୍ଥାପନ କରନ୍ତୁ