ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପ୍ରମୁଖତା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପ୍ରମୁଖତା   ବିଶେଷ୍ୟ

ଅର୍ଥ : ଶ୍ରେଷ୍ଠ ବା ମୁଖ୍ୟହେବାର ଅବସ୍ଥା ବା ଭାବ

ଉଦାହରଣ : ସଚିନ ତେନ୍ଦୁଲକର ଏକ ଦିବସୀୟ କ୍ରିକେଟ ଖେଳରେ ସର୍ବାଧିକ ଶତକ କରି, କ୍ରିକେଟ ଜଗତରେ ନିଜ ପ୍ରାଧାନ୍ୟକୁ ସିଦ୍ଧ କରିଦେଲେ ଆଧୁନିକ ଯୁଗରେ ବୈଜ୍ଞାନିକମାନଙ୍କ ପ୍ରାଧାନ୍ୟକୁ ଅସ୍ୱୀକାର କରିହେବ ନାହିଁ

ସମକକ୍ଷ : ପ୍ରଧାନତା, ପ୍ରାଧାନ୍ୟ, ଶ୍ରେଷ୍ଠତା

श्रेष्ठ या मुख्य होने की अवस्था या भाव।

सचिन तेंदुलकर ने एकदिवसी क्रिकेट में सर्वाधिक शतक बनाकर, क्रिकेट जगत में अपनी प्रधानता सिद्ध कर दी।
आधुनिक युग में वैज्ञानिकों की प्रधानता को झुठलाया नहीं जा सकता।
अग्रता, प्रगल्भता, प्रथमता, प्रधानता, प्रमुखता, प्रागल्भ्य, प्राथमिकता, प्राधान्य, मुख्यता, वरीयता, वर्चस्व, श्रेष्ठता, सदारत

The quality of being superior.

high quality, superiority