ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଆଦର ଭାବ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଆଦର ଭାବ   ବିଶେଷ୍ୟ

ଅର୍ଥ : କୌଣସି ଭଲ କାମ ବିଶେଷତଃ ଈଶ୍ୱର, ଧର୍ମ ବା ବଡ଼ ଲୋକଙ୍କ ପ୍ରତି ଆଦର ପୂର୍ଣ୍ଣ ଏବଂ ପୂଜ୍ୟ ଭାବ

ଉଦାହରଣ : ଭଗବାନଙ୍କ ପ୍ରତି ମନରେ ଶ୍ରଦ୍ଧା ରହିବା ଆବଶ୍ୟକ

ସମକକ୍ଷ : ଆସ୍ଥା, ନିଷ୍ଠା, ଶ୍ରଦ୍ଧା

ईश्वर, धर्म या लोगों के प्रति आदरपूर्ण भाव।

भगवान के प्रति मन में श्रद्धा होनी चाहिए।
आदर-भाव, आदरभाव, आसथा, आस्था, ख़ुलूस, खुलूस, निष्ठा, श्रद्धा

Feelings of ardent love.

Their devotion to each other was beautiful.
devotedness, devotion