ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଷ୍ଟାଇଲ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଷ୍ଟାଇଲ   ବିଶେଷ୍ୟ

ଅର୍ଥ : ଯେଉଁ ସମ୍ପାଦକୀୟ ତଥ୍ୟଦ୍ୱାରା ବର୍ତନୀ ଓ ବିରାମଚିହ୍ନ ଏବଂ ବଡ଼ ଅକ୍ଷରଗୁଡ଼ିକ ପ୍ରୟୋଗ ତଥା ମୁଦ୍ରଣ ସମ୍ବନ୍ଧୀୟ ପ୍ରଦର୍ଶନପାଇଁ ବ୍ୟବହାର କରାଯାଏ

ଉଦାହରଣ : ଶୈଳୀକୁ ଆଧାରକରି ବର୍ତନୀର ପ୍ରୟୋଗ ହେବା ଉଚିତ

ସମକକ୍ଷ : ଶୈଳୀ

* संपादकीय निर्देशन जिसका वर्तनी तथा विरामचिह्न एवं बड़े अक्षरों के प्रयोग तथा मुद्रण-संबंधी प्रदर्शन में अनुसरण किया जाता है।

शैली के आधार पर वर्तनी का प्रयोग होना चाहिए।
शैली, स्टाइल

Editorial directions to be followed in spelling and punctuation and capitalization and typographical display.

style

ଅର୍ଥ : ଦିଆଯାଇଥିବା ବା ଏକ ବିଶେଷ ସମୟର ପ୍ରକାର

ଉଦାହରଣ : ୧୯୨୦ର ଏକ ନିଜସ୍ୱ ଶୈଳୀ ଥିଲା

ସମକକ୍ଷ : ଶୈଳୀ

* दिए गए या एक विशेष समय की लोकप्रिय रुचि।

1920 की अपनी एक अलग शैली थी।
शैली, स्टाइल

The popular taste at a given time.

Leather is the latest vogue.
He followed current trends.
The 1920s had a style of their own.
style, trend, vogue

ଅର୍ଥ : ଏକ ସଙ୍କରୀ ଶୁଆଭଳି ବା ନେଳିଆ ପ୍ରବର୍ଦ୍ଧ

ଉଦାହରଣ : ଜୀବ ଓ ଉଦ୍ଭିଦ ଉଭୟରେ ଷ୍ଟାଇଲ ରହିଛି

* एक सँकरी शूक जैसी या नलीदार प्रवर्ध।

स्टाइल जंतु और वनस्पति दोनों में होता है।
स्टाइल

A slender bristlelike or tubular process.

A cartilaginous style.
style