ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଶୈବ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଶୈବ   ବିଶେଷ୍ୟ

ଅର୍ଥ : ଶିବଙ୍କ ଉପାସକ ବା ଭକ୍ତ

ଉଦାହରଣ : ଶିବ ମନ୍ଦିରରେ ଜଣେ ଶୈବ ଧୂନୀ ସ୍ଥାପନା କରୁଛନ୍ତି

ସମକକ୍ଷ : ପାଶୁପତ, ଶିବ ଭକ୍ତ

शिव का उपासक या भक्त।

शिव मंदिर में एक शैव ने धूनी रमाई है।
पाशुपत, शिवभक्त, शैव

Worshipper of Shiva.

shivaist

ଅର୍ଥ : ଶିବ ଉପାସକଗଣଙ୍କ ସଂପ୍ରଦାୟ

ଉଦାହରଣ : ଶିବ ଭକ୍ତଙ୍କ ସହ ରହିରହି ସେ ଶୈବ ସଂପ୍ରଦାୟରେ ମିଶିଗଲା

ସମକକ୍ଷ : ଶୈବ ସଂପ୍ରଦାୟ

शिव के उपासकों का संप्रदाय।

शिव भक्तों के साथ रहते-रहते वह शैव संप्रदाय में शामिल हो गया।
शैव, शैव संप्रदाय

A Hindu sect worshiping Shiva.

shivaism, sivaism

ଶୈବ   ବିଶେଷଣ

ଅର୍ଥ : ଶିବ ସମ୍ବନ୍ଧୀୟ ବା ଶିବଙ୍କର

ଉଦାହରଣ : ଜଣେ ଶିବଭକ୍ତ ଶୈବ ମତ ଉପରେ ଖଣ୍ଡିଏ ପୁସ୍ତକ ଲେଖୁଛନ୍ତି

ସମକକ୍ଷ : ପାଶୁପତ

शिव-संबंधी या शिव का।

एक शिवभक्त शैव मत पर एक पुस्तक लिख रहा है।
पाशुपत, शैव