ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପାଶୁପତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପାଶୁପତ   ବିଶେଷ୍ୟ

ଅର୍ଥ : ଭଗବାନ ଶଙ୍କରଙ୍କର ଗୋଟିଏ ଅସ୍ତ୍ର ଯାହା ବହୁତ ଶକ୍ତିଶାଳୀ ଥିଲା

ଉଦାହରଣ : ଭଗବାନ ଶିବଙ୍କୁ କଠୋର ତପସ୍ୟା କରି ଅର୍ଜୁନ ପାଶୁପତ ଅସ୍ତ୍ର ଲାଭ କରିଥିଲେ

ସମକକ୍ଷ : ପାଶୁପତ ଅସ୍ତ୍ର, ପାଶୁପତାସ୍ତ୍ର

भगवान शंकर का एक अस्त्र जो बहुत प्रचंड था।

अर्जुन ने भगवान शिव की कठोर तपस्या करके पाशुपतास्त्र अर्जित किया था।
पाशुपत अस्त्र, पाशुपत-अस्त्र, पाशुपतास्त्र

ଅର୍ଥ : ଶିବଙ୍କ ଉପାସକ ବା ଭକ୍ତ

ଉଦାହରଣ : ଶିବ ମନ୍ଦିରରେ ଜଣେ ଶୈବ ଧୂନୀ ସ୍ଥାପନା କରୁଛନ୍ତି

ସମକକ୍ଷ : ଶିବ ଭକ୍ତ, ଶୈବ

शिव का उपासक या भक्त।

शिव मंदिर में एक शैव ने धूनी रमाई है।
पाशुपत, शिवभक्त, शैव

Worshipper of Shiva.

shivaist

ଅର୍ଥ : ଗୋଟିଏ ଗଛରୁ ମିଳୁଥିବା ସୁନ୍ଦର ଫୁଲ

ଉଦାହରଣ : ମାଳୀ ଅଗସ୍ତି ଫୁଲର ମାଳା ତିଆରି କରୁଛି

ସମକକ୍ଷ : ଅଗସ୍ତି ଫୁଲ

एक पेड़ से प्राप्त सुंदर फूल।

माली पाशुपत की माला बना रहा है।
अगती, अगस्त, अगस्त फूल, अगस्त्य, अगस्त्य फूल, काकशीर्ष, दीर्घफलक, पाशुपत, वक, वकुल, वक्रपुष्प, सुपूरक

Reproductive organ of angiosperm plants especially one having showy or colorful parts.

bloom, blossom, flower

ଅର୍ଥ : ଶିବୋକ୍ତ ତନ୍ତ୍ର ଶାସ୍ତ୍ର

ଉଦାହରଣ : ତାନ୍ତ୍ରିକ ଜଣକ ପାଶୁପତ ଜ୍ଞାତା

शिवोक्त तंत्र शास्त्र।

तांत्रिक पाशुपत का ज्ञाता है।
पाशुपत

ଅର୍ଥ : ଯେ ପଶୁପତିଙ୍କ ସିଦ୍ଧାନ୍ତକୁ ମାନେ

ଉଦାହରଣ : ପାଶୁପତ ଶ୍ମଶାନରେ ସାଧନା କରୁଛନ୍ତି

वह जो पशुपति के सिद्धांतों को मानता हो।

पाशुपत श्मशान में साधना कर रहा है।
पाशुपत

ପାଶୁପତ   ବିଶେଷଣ

ଅର୍ଥ : ପଶୁପତିର ବା ପଶୁପତି ସମ୍ବନ୍ଧିତ

ଉଦାହରଣ : ପାଶୁପତ ସମସ୍ୟାରେ ବ୍ୟସ୍ତ ହୋଇ ପଶୁପତି ସବୁ ପଶୁଙ୍କୁ ବିକ୍ରି କରିଦେଲା

ସମକକ୍ଷ : ପଶୁପତ

पशुपति का या पशुपति संबंधी।

पाशुपत समस्याओं से परेशान होकर पशुपति ने सभी पशुओं को बेंच दिया।
पाशुपत

ଅର୍ଥ : ଶିବ ସମ୍ବନ୍ଧୀୟ ବା ଶିବଙ୍କର

ଉଦାହରଣ : ଜଣେ ଶିବଭକ୍ତ ଶୈବ ମତ ଉପରେ ଖଣ୍ଡିଏ ପୁସ୍ତକ ଲେଖୁଛନ୍ତି

ସମକକ୍ଷ : ଶୈବ

शिव-संबंधी या शिव का।

एक शिवभक्त शैव मत पर एक पुस्तक लिख रहा है।
पाशुपत, शैव