ଅର୍ଥ : ମଝିଲା ଆକାରର ଏକ ବୃକ୍ଷ ଯେଉଁଥିରେ ଛୋଟ ସୁଗନ୍ଧିତ ଫୁଲଫୁଟେ
ଉଦାହରଣ :
ଗଙ୍ଗଶିଉଳି ଫୁଲ ଫୁଟିଲାପରେ ମାଟିଉପରେ ଖସିପଡ଼େ
ସମକକ୍ଷ : ଗଙ୍ଗଶିଉଳି, ଶିଙ୍ଗାରହାର, ଶିଫାଳିକା, ଶେଫାଳି
ଅର୍ଥ : ଗୋଟିଏ ସୁଗନ୍ଧିତ ଧଳାଫୁଲ ଯାହାର ଡେମ୍ଫ ନାରଙ୍ଗୀ ରଙ୍ଗର ହୋଇଥାଏ
ଉଦାହରଣ :
ଛୋଟ ଛୋଟ ପିଲାମାନେ ଫୁଲମାଳ ଗୁନ୍ଥିବାପାଇଁ ଶେଫାଳି ଫୁଲ ଗୋଟାଉଥିଲେ
ସମକକ୍ଷ : ଗଙ୍ଗଶିଉଳି, ଶିଙ୍ଗାରହାର, ଶିଫାଳିକା, ଶେଫାଳି