ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଶିଙ୍ଗାରହାର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଶିଙ୍ଗାରହାର   ବିଶେଷ୍ୟ

ଅର୍ଥ : ମଝିଲା ଆକାରର ଏକ ବୃକ୍ଷ ଯେଉଁଥିରେ ଛୋଟ ସୁଗନ୍ଧିତ ଫୁଲଫୁଟେ

ଉଦାହରଣ : ଗଙ୍ଗଶିଉଳି ଫୁଲ ଫୁଟିଲାପରେ ମାଟିଉପରେ ଖସିପଡ଼େ

ସମକକ୍ଷ : ଗଙ୍ଗଶିଉଳି, ଶିଫାଳିକା, ଶେଫାଳି, ଶେଫାଳିକା

मँझोले कद का एक वृक्ष जिसमें छोटे सुगंधित फूल लगते हैं।

हरसिंगार के पुष्प खिलते ही ज़मीन पर गिर जाते हैं।
परजाता, पारिजात, वृक्षराज, सिंगारहार, हरसिंगार

A tall perennial woody plant having a main trunk and branches forming a distinct elevated crown. Includes both gymnosperms and angiosperms.

tree

ଅର୍ଥ : ଗୋଟିଏ ସୁଗନ୍ଧିତ ଧଳାଫୁଲ ଯାହାର ଡେମ୍ଫ ନାରଙ୍ଗୀ ରଙ୍ଗର ହୋଇଥାଏ

ଉଦାହରଣ : ଛୋଟ ଛୋଟ ପିଲାମାନେ ଫୁଲମାଳ ଗୁନ୍ଥିବାପାଇଁ ଶେଫାଳି ଫୁଲ ଗୋଟାଉଥିଲେ

ସମକକ୍ଷ : ଗଙ୍ଗଶିଉଳି, ଶିଫାଳିକା, ଶେଫାଳି, ଶେଫାଳିକା

एक सुगंधित सफ़ेद फूल जिसका डंठल नारंगी रंग का होता है।

छोटे-छोटे बच्चे पुष्पमाला बनाने के लिए हरसिंगार चुन रहे हैं।
परजाता, पारिजात, सिंगारहार, हरसिंगार

Reproductive organ of angiosperm plants especially one having showy or colorful parts.

bloom, blossom, flower