ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଖାଲି ବା ରିକ୍ତ ସ୍ଥାନ
ଉଦାହରଣ : ସେ ଶୂନ୍ୟରେ ଘୁରୁଥିଲା
ସମକକ୍ଷ : ଆକାଶ
खाली या रिक्त स्थान।
An empty area or space.
ଅର୍ଥ : ଖୋଲା ଜାଗାରେ ଉପରଆଡ଼କୁ ଦେଖାଯାଉଥିବା ଖାଲି ସ୍ଥାନ
ଉଦାହରଣ : ଆକାଶରେ କଳା ବାଦଲ ଘେରି ରହିଛି ଚାନ୍ଦିନୀ ରାତିରେ ଆକାଶର ଶୋଭା ଦେଖିବାଯୋଗ୍ୟ
ସମକକ୍ଷ : ଅମ୍ବର, ଆକାଶ, ଖଗୋଳ, ଗଗନ, ଦ୍ୟୋ, ନଭ, ବ୍ୟୋମ, ମହାଶୂନ୍ୟ
खुले स्थान में ऊपर की ओर दिखाई देने वाला खाली स्थान।
The atmosphere and outer space as viewed from the earth.
ଅର୍ଥ : ଗଣିତର ଯେଉଁ ସଂଖ୍ୟାକୁ ଯେ କୌଣସି ସଂଖ୍ୟାରେ ଯୋଗକଲେ ବା ବିୟୋଗ କଲେ ସେହି ସଂଖ୍ୟାର ମୂଲ୍ୟ ବଦଳେ ନାହିଁ
ଉଦାହରଣ : ଏକ ଆଗରେ ଶୂନ ଲେଖିଲେ ଦଶ ହୁଏ
ସମକକ୍ଷ : ଶୂନ
गणित की वह संख्या जिसे किसी संख्या में जोड़ने या घटाने पर उस संख्या का मान नहीं बदलता।
A mathematical element that when added to another number yields the same number.
ଅର୍ଥ : କ୍ରିକେଟ୍ ଖେଳରେ ଜଣେ ବ୍ୟାଟ୍ସ୍ ମ୍ୟାନ୍ କୌଣସି ରନ୍ ନକରି ପାଇଥିବା ସ୍କୋର୍
ଉଦାହରଣ : ଏହି ଇନିଂସରେ ତାକୁ ଶୂନ୍ୟ ରନ୍ ମିଳିଲା
ସମକକ୍ଷ : ଡକ୍
(क्रिकेट) किसी बल्लेबाज का वह स्कोर जिसमें एक भी रन न बना हो।
(cricket) a score of nothing by a batsman.
ଅର୍ଥ : କୌଣସି ବସ୍ତୁ,ଗୁଣ ଆଦିରେ ଶୂନ୍ୟ ବା ହୀନ
ଉଦାହରଣ : ବର୍ଷା ଅଭାବରୁ ଏହି ପୋଖରୀ ଜଳ ବିହୀନ ହୋଇଯାଇଛି
ସମକକ୍ଷ : ବିହୀନ, ରହିତ
किसी वस्तु, गुण आदि से खाली या हीन।
Completely wanting or lacking.
ଅର୍ଥ : ଯାହାର ଭିତର ସ୍ଥାନ ଶୂନ୍ୟ ବା ଭର୍ତ୍ତି ହୋଇନାହିଁ
ଉଦାହରଣ : ଭିଖାରୀର ଖାଲିପାତ୍ରରେ ବାଟୋଇ କିଛି ପଇସା ପକେଇ ଦେଲେ
ସମକକ୍ଷ : ଖାଲି, ରିକ୍ତ
जिसमें अंदर का स्थान शून्य हो या जो भरा न हो।
Holding or containing nothing.
ସଂସ୍ଥାପନ କରନ୍ତୁ