ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଖାଲି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଖାଲି   ବିଶେଷଣ

ଅର୍ଥ : ଅନ୍ୟକୁ ଛାଡ଼ି ବା ଅନ୍ୟ କିଛି ନାହିଁ

ଉଦାହରଣ : ଏହି ସମୟରେ କେବଳ ଭଗବାନ ହିଁ ତାକୁ ସହାୟତା କରିପାରିବେ ମୁଁ ଖାଲି ଏମିତି ପଚାରୁଛି

ସମକକ୍ଷ : କେବଳ, ମାତ୍ର

औरों को छोड़कर या और कुछ नहीं।

इस समय केवल भगवान ही उसकी सहायता कर सकते हैं।
मैं केवल ऐसे ही पूछ रहा हूँ।
एकमेव, केवल, ख़ाली, खाली, निपट, बस, महज, महज़, मात्र, सिर्फ, सिर्फ़

ଅର୍ଥ : ଯାହା କୌଣସି ସମୟ ବା କାରଣ ବଶତଃ ଉପଯୋଗରେ ଆସେନାହିଁ

ଉଦାହରଣ : ଆଜି ମୋର ଗଣିତ ପିରିୟଡ୍ ଖାଲି ଥିଲା

जो किसी समय किसी कारणवश उपयोग में न हो।

आज मेरी गणित की घंटी खाली है।
ख़ाली, खाली

Not in active use.

The machinery sat idle during the strike.
Idle hands.
idle, unused

ଅର୍ଥ : ଯାହାର ଭିତର ସ୍ଥାନ ଶୂନ୍ୟ ବା ଭର୍ତ୍ତି ହୋଇନାହିଁ

ଉଦାହରଣ : ଭିଖାରୀର ଖାଲିପାତ୍ରରେ ବାଟୋଇ କିଛି ପଇସା ପକେଇ ଦେଲେ

ସମକକ୍ଷ : ରିକ୍ତ, ଶୂନ୍ୟ

जिसमें अंदर का स्थान शून्य हो या जो भरा न हो।

भिखारी के रिक्त पात्र में राहगीर ने कुछ पैसे डाल दिये।
अवस्तु, ख़ाली, खाली, रिक्त, रिता, रीता, शून्य

Holding or containing nothing.

An empty glass.
An empty room.
Full of empty seats.
Empty hours.
empty

ଅର୍ଥ : ଯେ କୌଣସି କାମରେ ବ୍ୟସ୍ତ ନୁହେଁ

ଉଦାହରଣ : ମୁଁ ଏବେ ଖାଲି ଅଛି

ସମକକ୍ଷ : କର୍ମଶୂନ୍ୟ

जो किसी काम में व्यस्त न हो।

मैं इस समय खाली हूँ।
अव्यस्त, अव्यापार, ख़ाली, खाली, मुअत्तल

Not taken up by scheduled activities.

A free hour between classes.
Spare time on my hands.
free, spare