ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଆକାଶ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଆକାଶ   ବିଶେଷ୍ୟ

ଅର୍ଥ : ଖାଲି ବା ରିକ୍ତ ସ୍ଥାନ

ଉଦାହରଣ : ସେ ଶୂନ୍ୟରେ ଘୁରୁଥିଲା

ସମକକ୍ଷ : ଶୂନ୍ୟ

खाली या रिक्त स्थान।

वह शून्य में घूर रही थी।
अवकाश, आकाश, उछीर, खाब, रिक्त स्थान, विच्छेद, शून्य, सफर, सफ़र

An empty area or space.

The huge desert voids.
The emptiness of outer space.
Without their support he'll be ruling in a vacuum.
emptiness, vacancy, vacuum, void

ଅର୍ଥ : ଖୋଲା ଜାଗାରେ ଉପରଆଡ଼କୁ ଦେଖାଯାଉଥିବା ଖାଲି ସ୍ଥାନ

ଉଦାହରଣ : ଆକାଶରେ କଳା ବାଦଲ ଘେରି ରହିଛି ଚାନ୍ଦିନୀ ରାତିରେ ଆକାଶର ଶୋଭା ଦେଖିବାଯୋଗ୍ୟ

ସମକକ୍ଷ : ଅମ୍ବର, ଖଗୋଳ, ଗଗନ, ଦ୍ୟୋ, ନଭ, ବ୍ୟୋମ, ମହାଶୂନ୍ୟ, ଶୂନ୍ୟ

The atmosphere and outer space as viewed from the earth.

sky