ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଶିଷ୍ୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଶିଷ୍ୟ   ବିଶେଷ୍ୟ

ଅର୍ଥ : ଯେ ବିଦ୍ୟା ଅଧ୍ୟୟନ କରେ

ଉଦାହରଣ : ଏହି ଶ୍ରେଣୀରେ ପଚିଶ ଜଣ ଛାତ୍ର ପଢ଼ନ୍ତି

ସମକକ୍ଷ : ଚାଟ, ଛାତ୍ର, ବିଦ୍ୟାର୍ଥୀ

वह जो शैक्षणिक संस्थानों में विद्या का अध्ययन करता हो।

इस कक्षा में पच्चीस छात्र हैं।
अधीयान, अध्येता, अर्भ, छात्र, विद्यार्थी, शिक्षार्थी, शिष्य, स्टूडेंट, स्टूडेन्ट

A learner who is enrolled in an educational institution.

educatee, pupil, student

ଅର୍ଥ : ଯାହାକୁ ଜଣେ କିଛି ପାଇଛି ବା ଶିଖାଇଛି

ଉଦାହରଣ : ଗୁରୁଶିଷ୍ୟଙ୍କ ସମ୍ପର୍କ ମଧୁର ହେବା ଆବଶ୍ୟକ

ସମକକ୍ଷ : ଚାଟ, ଚେଲା, ଛାତ୍ର

वह जिसे किसी ने कुछ पढ़ाया या सिखाया हो या जो किसी से सीख या पढ़ रहा हो।

शिष्य गुरु का संबंध मधुर होना चाहिए।
अंतसद्, अनुपुरुष, अन्तसद्, चटिया, चट्टा, चेला, मुरीद, शागिर्द, शिष्य

Someone who believes and helps to spread the doctrine of another.

adherent, disciple