ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଚାଟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଚାଟ   ବିଶେଷ୍ୟ

ଅର୍ଥ : ଯେ ବିଦ୍ୟା ଅଧ୍ୟୟନ କରେ

ଉଦାହରଣ : ଏହି ଶ୍ରେଣୀରେ ପଚିଶ ଜଣ ଛାତ୍ର ପଢ଼ନ୍ତି

ସମକକ୍ଷ : ଛାତ୍ର, ବିଦ୍ୟାର୍ଥୀ, ଶିଷ୍ୟ

वह जो शैक्षणिक संस्थानों में विद्या का अध्ययन करता हो।

इस कक्षा में पच्चीस छात्र हैं।
अधीयान, अध्येता, अर्भ, छात्र, विद्यार्थी, शिक्षार्थी, शिष्य, स्टूडेंट, स्टूडेन्ट

A learner who is enrolled in an educational institution.

educatee, pupil, student

ଅର୍ଥ : ଖାଇବା ନିମନ୍ତେ ରାଗୁଆ ଓ ଲୁଣିଆ ଜିନିଷ

ଉଦାହରଣ : ଶ୍ୟାମ ଚାଟ ଖାଇବାକୁ ପସନ୍ଦ କରେଏହି ଚାଟ ଦୋକାନରେ ସେଓ,ମସଲା ଦିଆ ସିଝା ଆଳୁ ଏବଂ ଦହିବରା ମିଳେ

वह चटपटी चीज जो प्रायः चरपरे और तीखे स्वाद के लिए ही चाटी या खाई जाती है, जैसे–कचालू, गोलगप्पा, दही बड़ा आदि।

श्याम चाट खाना पसंद करता है।
चटका, चाट

A particular item of prepared food.

She prepared a special dish for dinner.
dish

ଅର୍ଥ : ଯାହାକୁ ଜଣେ କିଛି ପାଇଛି ବା ଶିଖାଇଛି

ଉଦାହରଣ : ଗୁରୁଶିଷ୍ୟଙ୍କ ସମ୍ପର୍କ ମଧୁର ହେବା ଆବଶ୍ୟକ

ସମକକ୍ଷ : ଚେଲା, ଛାତ୍ର, ଶିଷ୍ୟ

वह जिसे किसी ने कुछ पढ़ाया या सिखाया हो या जो किसी से सीख या पढ़ रहा हो।

शिष्य गुरु का संबंध मधुर होना चाहिए।
अंतसद्, अनुपुरुष, अन्तसद्, चटिया, चट्टा, चेला, मुरीद, शागिर्द, शिष्य

Someone who believes and helps to spread the doctrine of another.

adherent, disciple