ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଛାତ୍ର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଛାତ୍ର   ବିଶେଷ୍ୟ

ଅର୍ଥ : ଯେ ବିଦ୍ୟା ଅଧ୍ୟୟନ କରେ

ଉଦାହରଣ : ଏହି ଶ୍ରେଣୀରେ ପଚିଶ ଜଣ ଛାତ୍ର ପଢ଼ନ୍ତି

ସମକକ୍ଷ : ଚାଟ, ବିଦ୍ୟାର୍ଥୀ, ଶିଷ୍ୟ

वह जो शैक्षणिक संस्थानों में विद्या का अध्ययन करता हो।

इस कक्षा में पच्चीस छात्र हैं।
अधीयान, अध्येता, अर्भ, छात्र, विद्यार्थी, शिक्षार्थी, शिष्य, स्टूडेंट, स्टूडेन्ट

A learner who is enrolled in an educational institution.

educatee, pupil, student

ଅର୍ଥ : ଯିଏ ଅଧ୍ୟୟନ କରେ

ଉଦାହରଣ : କୁଶଳ ଛାତ୍ର ସବୁ ବିଷୟ ବହୁତ ଭଲରେ ଅଧ୍ୟୟନ କରେ

ସମକକ୍ଷ : ଅଧ୍ୟେତା, ଅଧ୍ୟୟନ କର୍ତ୍ତା, ପଢ଼ିବା ବାଲା

वह जो अध्ययन करता हो।

कुशल अध्येता किसी भी विषय का अध्ययन बहुत बारीकी से करते हैं।
अध्ययनकर्ता, अध्येता, पढ़ाई करने वाला

A person who enjoys reading.

reader

ଅର୍ଥ : ଯାହାକୁ ଜଣେ କିଛି ପାଇଛି ବା ଶିଖାଇଛି

ଉଦାହରଣ : ଗୁରୁଶିଷ୍ୟଙ୍କ ସମ୍ପର୍କ ମଧୁର ହେବା ଆବଶ୍ୟକ

ସମକକ୍ଷ : ଚାଟ, ଚେଲା, ଶିଷ୍ୟ

वह जिसे किसी ने कुछ पढ़ाया या सिखाया हो या जो किसी से सीख या पढ़ रहा हो।

शिष्य गुरु का संबंध मधुर होना चाहिए।
अंतसद्, अनुपुरुष, अन्तसद्, चटिया, चट्टा, चेला, मुरीद, शागिर्द, शिष्य

Someone who believes and helps to spread the doctrine of another.

adherent, disciple