ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଶିଖା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଶିଖା   ବିଶେଷ୍ୟ

ଅର୍ଥ : କୁକୁଡା, ମୟୂର ଇତ୍ୟାଦିର ମୁଣ୍ଡ ଉପରେ ଥିବା ପର ବା ମାଂସଳ ଆକର୍ଷକ ଭାଗ

ଉଦାହରଣ : ଗଞ୍ଜାର ମୁଣ୍ଡ ଉପରେ ଲାଲ ରଙ୍ଗର ଚୂଳ ଅଛି

ସମକକ୍ଷ : ଚୂଳ

मुर्गे, मोर आदि के सिर पर का पर या मांसल आकर्षक भाग।

मुर्गे के सिर पर लाल रंग की कलगी होती है।
कँगूरा, कंगूरा, कलगी, चूड़ा, चोटी, ताज, तुर्रा, शिखा, शिरोवल्ली

A showy growth of e.g. feathers or skin on the head of a bird or other animal.

crest

ଅର୍ଥ : ଦୀପର ଅଗ୍ନିଶିଖା

ଉଦାହରଣ : ସୀମା ଦୀପ ଶିଖାକୁ ତେଜୁଛି

ସମକକ୍ଷ : ଦୀପ ଶିଖା

दीपक की लौ।

सीमा दिये की लौ को बढ़ा रही है।
टेम, दीप शिखा, दीपशिखा, लौ, शिखा

ଅର୍ଥ : ହିନ୍ଦୁମାନେ ମୁଣ୍ଡ ଉପରର ମଧ୍ୟ ଭାଗରେ ରଖୁଥିବା ବାଳ ଗୁଚ୍ଛ

ଉଦାହରଣ : ଆଜିକାଲି ଅଧିକାଂଶ ହିନ୍ଦୁ ମୁଣ୍ଡରେ ଶିଖା ରଖୁନାହାଁନ୍ତି

ସମକକ୍ଷ : ଚୂଟୀ, ଚୂଳ

बालों का वह गुच्छा जो हिंदू लोग सिर के ऊपरी मध्य भाग में रखते हैं।

आज-कल के अधिकांश हिंदू चुटिया नहीं रखते।
चिरकी, चिरुकी, चुंदी, चुटइया, चुटिया, चुरकी, चूला, चोटी, शिखंडिका, शिखा, शिखापाश, शिफा, सटा