ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଶିଖରା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଶିଖରା   ବିଶେଷ୍ୟ

ଅର୍ଥ : ରାମାୟଣରେ ବର୍ଣ୍ଣନା କରାଯାଇଥିବା ଗୋଟିଏ ପୌରାଣିକ ଗଦା

ଉଦାହରଣ : ବିଶ୍ୱାମିତ୍ର ରାମଙ୍କୁ ଶିଖରାଗଦା ପ୍ରଦାନ କରିଥିଲେ

ସମକକ୍ଷ : ଶିଖରାଗଦା, ଶିଖରୀ

एक पौराणिक गदा जिसका वर्णन रामायण में है।

विश्वामित्र ने राम को शिखरा प्रदान की थी।
शिखरा, शिखरी

ଅର୍ଥ : ଏକ ଗଛର ଛୁଇଁ

ଉଦାହରଣ : ମରୋଡ଼ ଛୁଇଁ ସେବନରେ ପ୍ରାୟତଃ ପେଟ ମୋଡ଼ା ଠିକ ହୋଇଯାଏ

ସମକକ୍ଷ : ଧ୍ରୁବା, ମରୋଡ଼ ଛୁଇଁ, ମୂର୍ବା, ରଙ୍ଗଲତା, ଶିଖରିଣୀ

एक पौधे की फली।

मरोड़फली के सेवन से प्रायः पेट की मरोड़ ठीक हो जाती है।
ध्रुवा, मरोड़फली, मूर्वा, रंगलता, रङ्गलता, शिखरा, शिखरिणी