ଅର୍ଥ : ଶିକାର କରୁଥିବା ବ୍ୟକ୍ତି
ଉଦାହରଣ :
ଶିକାର ନ ମିଳିବା କାରଣରୁ ଶିକାରୀ ଆଜି ଖାଲି ହାତରେ ଫେରିଲା
ସମକକ୍ଷ : ବ୍ୟାଧ
ଅର୍ଥ : ଶିକାର ସହିତ ସମ୍ବନ୍ଧ ରଖୁଥିବା ବା ଶିକାରରେ କାମରେ ଆସୁଥିବା ଲୋକ
ଉଦାହରଣ :
ଶିକାରୀ ଠେକୁଆ ପଛରେ ନିଜ ଶିକାରୀ କୁକୁରକୁ ଛାଡିଲା
ଅର୍ଥ : ଯେ ଶିକାର କରେ
ଉଦାହରଣ :
ବାଜ ଏକ ଶିକାରୀ ପକ୍ଷୀ