ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନିଷାଦ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନିଷାଦ   ବିଶେଷ୍ୟ

ଅର୍ଥ : ନିଷାଦ ଜାତିର ସଦସ୍ୟ

ଉଦାହରଣ : ନିଷାଦମାନେ ରାମଙ୍କର ବହୁତ ଅଭ୍ୟର୍ଥନା କଲେ

निषाद जाति का सदस्य।

निषादों ने राम की बहुत आवभगत की।
निषाद

ଅର୍ଥ : ସଙ୍ଗୀତର ସାତସ୍ୱର ମଧ୍ୟରୁ ଅନ୍ତିମ ତଥା ସବୁଠାରୁ ଉଚ୍ଚ ସ୍ୱର

ଉଦାହରଣ : ନିଷାଦ ସ୍ୱରର ସଂକ୍ଷିପ୍ତ ରୂପ ହେଉଛି ନି

ସମକକ୍ଷ : ନିଷାଦ ସ୍ୱର

संगीत के सात स्वरों में से अंतिम स्वर जो सबसे ऊँचा भी है।

निषाद का संक्षिप्त रूप नि है।
नि, निषाद, सप्तम स्वर

ଅର୍ଥ : ଭାରତର ଏକ ଅତି ପ୍ରାଚୀନ ଜାତି

ଉଦାହରଣ : ନିଷାଦ ଲୋକେ ଚଢ଼େଇ,ମାଛ ଆଦି ମାରିବା କାମ କରୁଥିଲେ

ସମକକ୍ଷ : ନିଷାଦ ଜାତି

भारत की एक अति प्राचीन जाति।

निषाद लोग चिड़ियाँ, मछली आदि मारने का काम करते थे।
निषाद, निषाद जाति

(Hinduism) a Hindu caste or distinctive social group of which there are thousands throughout India. A special characteristic is often the exclusive occupation of its male members (such as barber or potter).

jati

ଅର୍ଥ : ଛୋଟ ଛୋଟ ପଶୁପକ୍ଷୀମାନଙ୍କୁ ମାରିବା କାମ କରୁଥିବା ବ୍ୟକ୍ତି ଯେ ସେମାନଙ୍କୁ ବିକି ନିଜ ଜୀବିକା ନିର୍ବାହ କରିଥାଏ

ଉଦାହରଣ : ଶିକାରୀ ଗଛ ମୂଳରେ ଦାନା ବିଛେଇ ଲୁଚି ରହିଛି

ସମକକ୍ଷ : ଚଢ଼େଇଆ, ପାଶିକ, ବ୍ୟାଧ, ଶିକାରୀ

छोटे-मोटे पशु-पक्षियों को फँसाने या मारने का काम करने वाला वह व्यक्ति जो उन्हें बेचकर अपनी जीविका का निर्वाह करता है।

बहेलिया पेड़ के नीचे दाना बिखेरकर छिप गया।
अहेड़ी, अहेरी, चिड़ियामार, चिड़िहार, चिड़ीमार, जाजरी, निषाद, पारधी, पाशिक, बहेलिया, वधजीवी, व्याध, शाकुंतिक, शाकुन, शाकुनि, शाकुन्तिक

Someone who sets snares for birds or small animals.

snarer

ଅର୍ଥ : ହିନ୍ଦୁ ଧର୍ମଗ୍ରନ୍ଥରେ ବର୍ଣ୍ଣିତ ଏକ ଦେଶ

ଉଦାହରଣ : ନିଷାଦ ଦେଶର ରାଜା ଭଗବାନ ରାମଙ୍କ ବହୁତ ସେବା କଲେ

ସମକକ୍ଷ : ନିଷାଦ ଦେଶ

हिन्दू धार्मिक ग्रंथों में वर्णित एक देश।

निषाद के राजा ने भगवान राम की बहुत सेवा की।
निषाद