ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଶବର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଶବର   ବିଶେଷ୍ୟ

ଅର୍ଥ : ଦକ୍ଷିଣ ଭାରତର ଏକ ଜନଜାତି

ଉଦାହରଣ : ଶବର ଜଙ୍ଗଲ, ପାହାଡ ଆଦିରେ ବାସ କରନ୍ତି

दक्षिण भारत की एक जनजाति।

शबर जंगलों, पहाड़ों आदि पर निवास करती है।
शबर

A social division of (usually preliterate) people.

folk, tribe

ଅର୍ଥ : ହରିଣ ଧରୁଥିବା ଶିକାରୀ

ଉଦାହରଣ : ବ୍ୟାଧର ଜାଲରେ ହରିଣଟିଏ ଫସିଯାଇଛି

ସମକକ୍ଷ : ବ୍ୟାଧ, ଶିକାରୀ

हिरण फँसानेवाला या हिरण का शिकार करनेवाला शिकारी।

एक हिरण वागुरिक की जाल में फँस गया है।
मार्गिक, वागुरिक

ଶବର   ବିଶେଷଣ

ଅର୍ଥ : ନିଜେ ମରିଥିବା

ଉଦାହରଣ : ମୋଚି ଶବର ଚମଡ଼ାକୁ ପାଣିରେ ତିନ୍ତାଉଛି

अपनी मौत मरे हुए का।

चर्मकार मुरदारी चमड़े को पानी में भिगो रहा है।
मुरदारी