ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଶାଗୁଆ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଶାଗୁଆ   ବିଶେଷ୍ୟ

ଅର୍ଥ : ଧାନପତ୍ର ଭଳି ହାଲୁକା ଶାଗୁଆ ରଙ୍ଗ

ଉଦାହରଣ : ଶୀଲା ଶୁଆକୁ ଶାଗୁଆ ରଙ୍ଗରେ ରଙ୍ଗଉଛି

ସମକକ୍ଷ : ଶୁଆପଖିଆ

धान की पत्तियों का-सा हलका हरा रंग।

शीला तोते को धानी में रंग रही है।
तोतई, धानी

ଶାଗୁଆ   ବିଶେଷଣ

ଅର୍ଥ : ଧାନର ପତ୍ର ଭଳି ହାଲୁକା ସବୁଜ ରଙ୍ଗର

ଉଦାହରଣ : ବର୍ଷା ଋତୁରେ ଧରଣୀ ଏଭଳି ଲାଗେ ସତେ ଯେପରି ସେ ଶୁଆପକ୍ଷିଆ ଓଢ଼ଣୀ ଘୋଡ଼ିହୋଇଛି

ସମକକ୍ଷ : ଶୁଆପକ୍ଷିଆ

धान की पत्तियों का-सा हल्के हरे रंग का।

वर्षा ऋतु में धरती ऐसी लगती है मानो वह धानी चुनरी ओढ़े हुए है।
तोतई, धानी

ଅର୍ଥ : ଯାହା ସବୁଜ ରଙ୍ଗର

ଉଦାହରଣ : ଗାର୍ଡ଼ ସବୁଜ ରଙ୍ଗର ପତାକା ଦେଖାଇବାପରେ ହିଁ ଗାଡ଼ି ଚାଲିଲା

ସମକକ୍ଷ : ସବୁଜ, ହରିତ

जो हरे रंग का हो।

गार्ड द्वारा हरी झंडी दिखाते ही गाड़ी चल पड़ी।
शार, हरा, हरित, हरीरी