ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ହରିତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ହରିତ   ବିଶେଷ୍ୟ

ଅର୍ଥ : ଗୋଟିଏ ବର୍ଣ୍ଣବୃତ୍ତ

ଉଦାହରଣ : ହରିତର ପ୍ରତ୍ୟେକ ପାଦରେ କ୍ରମରେ ଦୁଇଟି ତଗଣ ଏବଂ ଦୁଇଟି ଗୁରୁ ଥାଏ

एक वर्णवृत्त।

हारित के प्रत्येक चरण में क्रम से दो तगण एवं दो गुरु होते हैं।
हारित, हारी

(prosody) a system of versification.

poetic rhythm, prosody, rhythmic pattern

ହରିତ   ବିଶେଷଣ

ଅର୍ଥ : ଯାହା ଶୁଖିଲା ଓ ମୁରୁକୁଟା ନୁହେଁ

ଉଦାହରଣ : ଏହି ବଗିଚାର ସବୁ ଗଛ ହରିତ୍‌ ଦେଖାଯାଉଛନ୍ତି

ସମକକ୍ଷ : ଚିରଶ୍ୟାମଳ, ସବୁଜ

जो सूखा या मुरझाया न हो।

इस बगीचे के सभी पौधे हरे भरे हैं।
गुलज़ार, गुलजार, शादाब, शाद्वल, हरा भरा, हरा-भरा, हराभरा

Still wet or moist.

undried

ଅର୍ଥ : ଯାହା ସବୁଜ ରଙ୍ଗର

ଉଦାହରଣ : ଗାର୍ଡ଼ ସବୁଜ ରଙ୍ଗର ପତାକା ଦେଖାଇବାପରେ ହିଁ ଗାଡ଼ି ଚାଲିଲା

ସମକକ୍ଷ : ଶାଗୁଆ, ସବୁଜ

जो हरे रंग का हो।

गार्ड द्वारा हरी झंडी दिखाते ही गाड़ी चल पड़ी।
शार, हरा, हरित, हरीरी