ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଶୁଆପକ୍ଷିଆ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଶୁଆପକ୍ଷିଆ   ବିଶେଷଣ

ଅର୍ଥ : ଧାନର ପତ୍ର ଭଳି ହାଲୁକା ସବୁଜ ରଙ୍ଗର

ଉଦାହରଣ : ବର୍ଷା ଋତୁରେ ଧରଣୀ ଏଭଳି ଲାଗେ ସତେ ଯେପରି ସେ ଶୁଆପକ୍ଷିଆ ଓଢ଼ଣୀ ଘୋଡ଼ିହୋଇଛି

ସମକକ୍ଷ : ଶାଗୁଆ

धान की पत्तियों का-सा हल्के हरे रंग का।

वर्षा ऋतु में धरती ऐसी लगती है मानो वह धानी चुनरी ओढ़े हुए है।
तोतई, धानी