ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଶହ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଶହ   ବିଶେଷ୍ୟ

ଅର୍ଥ : ଶହେ ବର୍ଷର ଆୟୁ ବା ଗଣନାରେ ଶହେତମ ସ୍ଥାନରେ ଆସୁଥିବା ବର୍ଷ

ଉଦାହରଣ : ମୋର ଜେଜେମାଙ୍କୁ ଏବେ ଶହେ ପୁରିଲା

ସମକକ୍ଷ : ଶତବର୍ଷ, ଶତାୟୁ

A period of time occupying a regular part of a calendar year that is used for some particular activity.

A school year.
year

ଅର୍ଥ : ଏକ ପ୍ରକାରର ଶହେଟି ବସ୍ତୁର ସଂଗ୍ରହ

ଉଦାହରଣ : ସୁଶାନ୍ତର ପାଠାଗାରରେ ଅତି କମ‌ରେ ଦୁଇଶତ ପୁସ୍ତକ ଅଛି

ସମକକ୍ଷ : ଶତ

एक ही तरह की सौ वस्तुओं का संग्रह।

सुशांत के पुस्तकालय में कम से कम दो शतक पुस्तकें हैं।
शतक

ଅର୍ଥ : ଅଙ୍କର ସ୍ଥାନକୁ ଗଣିଲାବେଳେ ଏକକ ସ୍ଥାନଆଡୁ ତୃତୀୟ ସ୍ଥାନ ଯାହା ଶହେରେ ଗୁଣିହେବାଭଳି ଜଣାପଡ଼େ

ଉଦାହରଣ : ଚାରିଶହ ତିନିରେ ଶତକ ସ୍ଥାନରେ ଚାରି ଅଛି୤

ସମକକ୍ଷ : ଶତକ

अंकों के स्थानों की गिनती में इकाई की ओर से गिनने पर तीसरा स्थान जिसमें सौ गुणित का बोध होता है।

चार सौ तीन में सैकड़े के स्थान पर चार है।
सैंकड़ा, सैकड़ा