ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଶତାୟୁ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଶତାୟୁ   ବିଶେଷ୍ୟ

ଅର୍ଥ : ଶହେ ବର୍ଷର ଆୟୁ ବା ଗଣନାରେ ଶହେତମ ସ୍ଥାନରେ ଆସୁଥିବା ବର୍ଷ

ଉଦାହରଣ : ମୋର ଜେଜେମାଙ୍କୁ ଏବେ ଶହେ ପୁରିଲା

ସମକକ୍ଷ : ଶତବର୍ଷ, ଶହ

A period of time occupying a regular part of a calendar year that is used for some particular activity.

A school year.
year

ଶତାୟୁ   ବିଶେଷଣ

ଅର୍ଥ : ଶହେ ବର୍ଷର ଆୟୁଯୁକ୍ତ

ଉଦାହରଣ : ଗୁରୁ ମହାରାଜ ତାଙ୍କ ଯଜମାନଙ୍କୁ ଶତାୟୁ ହେବାପାଇଁ ଆଶୀର୍ବାଦ ଦେଲେ

सौ वर्ष की आयुवाला।

गुरु महराज ने अपने यजमान को शतायु होने का आशीर्वाद दिया।
शतायु

Being at least 100 years old.

centenarian