ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଶତକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଶତକ   ବିଶେଷ୍ୟ

ଅର୍ଥ : ଶହେ ବର୍ଷର ସମୟ

ଉଦାହରଣ : ଏହି ଶତାବ୍ଦୀରେ ଭାରତର ଆର୍ଥିକ ସ୍ଥିତିରେ ବହୁତ ଉନ୍ନତି ହୋଇଛି

ସମକକ୍ଷ : ଶତାବ୍ଦୀ

सौ वर्ष का समय।

इस शताब्दी में भारत की आर्थिक स्थिति में बहुत सुधार हुआ है।
शतक, शताब्दी, शती, सदी

A period of 100 years.

century

ଅର୍ଥ : ଅଙ୍କର ସ୍ଥାନକୁ ଗଣିଲାବେଳେ ଏକକ ସ୍ଥାନଆଡୁ ତୃତୀୟ ସ୍ଥାନ ଯାହା ଶହେରେ ଗୁଣିହେବାଭଳି ଜଣାପଡ଼େ

ଉଦାହରଣ : ଚାରିଶହ ତିନିରେ ଶତକ ସ୍ଥାନରେ ଚାରି ଅଛି୤

ସମକକ୍ଷ : ଶହ

अंकों के स्थानों की गिनती में इकाई की ओर से गिनने पर तीसरा स्थान जिसमें सौ गुणित का बोध होता है।

चार सौ तीन में सैकड़े के स्थान पर चार है।
सैंकड़ा, सैकड़ा

ଅର୍ଥ : ଶହେ ରନ୍‌

ଉଦାହରଣ : ସଚିନ‌ ଶତକ କରିବା କ୍ଷଣି ଷ୍ଟେଡିୟମ ତାଳି ମାଡ଼ରେ ଗୁଞ୍ଜରିତ ହୋଇ ଉଠିଲା

सौ रन।

सचिन के शतक बनाते ही स्टेडियम तालियों की गड़गड़ाहट से गूँज उठा।
शतक, सेंचुरी