ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଶବ୍ଦ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଶବ୍ଦ   ବିଶେଷ୍ୟ

ଅର୍ଥ : ଯାହା ଶୁଭେ

ଉଦାହରଣ : ଏକ ତୀବ୍ର ଧ୍ୱନି ତାଙ୍କର ଏକାଗ୍ରତାକୁ ଭାଙ୍ଗିଦେଲା

ସମକକ୍ଷ : ଆବାଜ୍‌, ଧ୍ୱନି, ନାଦ, ନିନାଦ, ସ୍ୱନ, ସ୍ୱର

The particular auditory effect produced by a given cause.

The sound of rain on the roof.
The beautiful sound of music.
sound

ଅର୍ଥ : ଅକ୍ଷର ବା ବର୍ଣ୍ଣଆଦିରେ ଗଠିତ ଓ ମୁଖରେ ଉଚ୍ଚାରିତ ଅଥବା ଲିଖିତ ଯେଉଁ ସଂକେତ କୌଣସି ଭାବ, କାର୍ଯ୍ୟ, ବା କଥାର ବୋଧକ ହୁଏ

ଉଦାହରଣ : ଶବ୍ଦର ସଠିକ ସଂଯୋଜନାରେ ବାକ୍ୟ ତିଆରି ହୁଏ

अक्षरों या वर्णों आदि से बना हुआ और मुँह से उच्चारित अथवा लिखा जानेवाला वह संकेत जो किसी भाव, कार्य या बात का बोधक होता है।

शब्दों के उचित संयोजन से वाक्य बनते हैं।
आखर, लफ़्ज़, लफ्ज, वर्णात्मक शब्द, वर्णात्मा, शब्द

A unit of language that native speakers can identify.

Words are the blocks from which sentences are made.
He hardly said ten words all morning.
word