ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ନାଦ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ନାଦ   ବିଶେଷ୍ୟ

ଅର୍ଥ : କିଛି ସମୟ ପର୍ଯ୍ୟନ୍ତ ବଜାଏ ରହୁଥିବା ତେଜ ଧ୍ୱନି

ଉଦାହରଣ : ଯୁଦ୍ଧର ନାଦ ଶୁଣିକରି ଭୀରୁମାନଙ୍କର ହୃଦୟ କମ୍ପି ଉଠିଲା

ସମକକ୍ଷ : ଘୋଷ

कुछ समय तक बनी रहने वाली तेज ध्वनि।

युद्ध का घोष सुनकर कायरों के दिल दहल उठे।
आक्रंद, आक्रन्द, आरव, घोष, नाद

A deep prolonged sound (as of thunder or large bells).

peal, pealing, roll, rolling

ଅର୍ଥ : ଯାହା ଶୁଭେ

ଉଦାହରଣ : ଏକ ତୀବ୍ର ଧ୍ୱନି ତାଙ୍କର ଏକାଗ୍ରତାକୁ ଭାଙ୍ଗିଦେଲା

ସମକକ୍ଷ : ଆବାଜ୍‌, ଧ୍ୱନି, ନିନାଦ, ଶବ୍ଦ, ସ୍ୱନ, ସ୍ୱର

The particular auditory effect produced by a given cause.

The sound of rain on the roof.
The beautiful sound of music.
sound