ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଲେହି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଲେହି   ବିଶେଷ୍ୟ

ଅର୍ଥ : ରନ୍ଧା ଯାଇଥିବା ଗାଢ଼ ମଇଦା ଯାହା କାଗଜଆଦିରେ ମଡେଇବାପାଇଁ ବ୍ୟବହାର କରାଯାଏ

ଉଦାହରଣ : ଶ୍ୟମ ପୋଷ୍ଟରରେ ଅଠା ଲଗାଇ କାନ୍ଥରେ ଲଗାଉଛି

ସମକକ୍ଷ : ଅଠା

गाढ़ा उबाला हुआ मैदा जो काग़ज़ आदि चिपकाने के काम आता है।

श्याम पोस्टरों में लेई लगाकर दिवाल पर चिपका रहा है।
लेई

An adhesive made from water and flour or starch. Used on paper and paperboard.

library paste, paste

ଅର୍ଥ : ଏକ ଅଠାଳିଆ ପଦାର୍ଥ ଯାହାକୁ ବାଣୁଆ ପକ୍ଷୀ ଧରିବାପାଇଁ ତା ପରରେ ଲଗାଇବା ଉଦ୍ଦେଶ୍ୟରେ ତିଆରି କରିଥାଏ

ଉଦାହରଣ : ବାଣୁଆ ଚଢ଼େଇ ଧରିବାପାଇଁ ଅଠା ତିଆରି କରୁଛି

ସମକକ୍ଷ : ଅଠା

वह लसदार पदार्थ जो बहेलिए चिड़ियाँ फँसाने के लिए उनके परों में लगाने के उद्देश्य से बनाते हैं।

बहेलिया चिड़िया फँसाने के लिए लासा बना रहा है।
लासा

A sticky adhesive that is smeared on small branches to capture small birds.

birdlime, lime

ଅର୍ଥ : ମାଟି, ଲାଲରଙ୍ଗର ଚୂନରେ ପାଣି ମିଶେଇ ତିଆରି କରାଯାଉଥିବା ଏକ ପ୍ରକାର ଘୋଳା ଯାହାଦ୍ୱାରା ଇଟାଆଦି ଯୋଡ଼ାଯାଏ

ଉଦାହରଣ : ରାଜମିସ୍ତ୍ରୀ ମସଲାରେ କାନ୍ଥ ଯୋଡ଼ୁଛି

ସମକକ୍ଷ : ଘୋଳା, ମସଲା

मिट्टी,चूने सुर्खी आदि में पानी मिलाकर तैयार की हुई वह वस्तु जिससे ईंटों की जोड़ाई आदि होती है।

राजगीर गारे से दीवार जोड़ रहा है।
कंकरीट, कंक्रीट, कांक्रीट, गारा, मसाला, लेई

A strong hard building material composed of sand and gravel and cement and water.

concrete

ଅର୍ଥ : କୌଣସି ଅଠାଳିଆ ବସ୍ତୁ

ଉଦାହରଣ : ତୁମେ ତ ତାକୁ ଅଠାଳିଆ ବନେଇ ଦେଲ

ସମକକ୍ଷ : ଅଠାଳିଆ, ଲାସା

कोई लसदार वस्तु।

तुमने तो इसका लासा बना दिया !।
लासा